କ୍ଷାଳ
କ୍ଷାଳ —
ଉଚ୍ଚାରଣ: Kshāḻa
ସଂ. ବି. (କ୍ଷଳ ଧାତୁ=ଧୋଇବା+ଭାବ. ଅ) —
୧: ଧୋଇବା; ହକାଳିବା — ୧. Act of washing.
୨: ଶୋଧନ କରିବା — ୨. Purifying; rectifying.
୩: ପରିଷ୍କାର କରିବା —୩. Cleansing.
୪: ପୋଛିବା —୪. Wiping away.
୫: ଦୋଷାଦିରୁ ଆପଣାକୁ ମୁକ୍ତ କରିବା — ୫. Clearing one's self from false imputations; exculpating one's self; self-vindication.