ଶବ୍ଦାର୍ଥ:
କ୍ଷାରତ୍ରୟ — ଉଚ୍ଚାରଣ: Kshāratraya
ସଂ. ବି. (୬: ଷ୍ଠୀ ତତ୍; କ୍ଷାର+ତ୍ରୟ) —
(ବୈଦ୍ୟକ) ଟାଙ୍ଗଣା, ସୋର ଓ ୟବକ୍ଷାର — Natron, saltpetre and borax.