ଶବ୍ଦାର୍ଥ:

କ୍ଷାରତନ୍ତ୍ର
ଉଚ୍ଚାରଣ: Kshāratantra

ସଂ. ବି. (ମ. ପ. ଲୋ. କ୍ଷାର+ତନ୍ତ୍ର) —

(ବୈଦ୍ୟକ) ଖାର ଆଦି ପ୍ରଯୋଗ ଦ୍ବାରା ମାଂସକୁ ପୋଡ଼ି ଦେବା — The method of cauterisation. (M.W.)