କ୍ଷାନ୍ତି
କ୍ଷାନ୍ତି —
ଉଚ୍ଚାରଣ: Kshānti
ସଂ. ବି. (କ୍ଷମ ଧାତୁ+ ଭାବ. ତି) —
୧: କ୍ଷମା — ୧. Forgiveness.
୨: ସହିଷ୍ଣୁତା; ଧୈର୍ୟ୍ୟ —୨. Patience; forbearance.
୩: ନିବୃତ୍ତି —୩. Cessation.
୪: ମୃନିଜନୋଚିତ ବିଷୟନିବୃତ୍ତି — ୪. The state of saintly abstraction (M.W.)