ଶବ୍ଦାର୍ଥ:

କ୍ଷାନ୍ତି
ଉଚ୍ଚାରଣ: Kshānti

ସଂ. ବି. (କ୍ଷମ ଧାତୁ+ ଭାବ. ତି) —

୧: କ୍ଷମା — ୧. Forgiveness.

୨: ସହିଷ୍ଣୁତା; ଧୈର୍ୟ୍ୟ —୨. Patience; forbearance.

୩: ନିବୃତ୍ତି —୩. Cessation.

୪: ମୃନିଜନୋଚିତ ବିଷୟନିବୃତ୍ତି — ୪. The state of saintly abstraction (M.W.)