କ୍ଷାନ୍ତ
କ୍ଷାନ୍ତ —
ଉଚ୍ଚାରଣ: Kshānta
(କ୍ଷାନ୍ତା—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) —
୧: (+କର୍ତ୍ତୃ. ତ) ନିବୃତ୍ତ — ୧. Having desisted or ceased from; discontinued.
୨: (+କର୍ମ. ତ) କ୍ଷମାପ୍ରାପ୍ତ — ୨. Forgiven; pardoned.
୩: (+କର୍ତ୍ତୃ. ତ) କ୍ଷମାଶୀଳ; ଧୈର୍ୟ୍ୟଶୀଳ — ୩. Patient; forgiving.
୪: (+କର୍ତ୍ତୃ. ତ) ସହନଶୀଳ; ସହିଷ୍ଣୁ — ୪. Forbearing.
୫: (+କର୍ମ. ତ) ସହ୍ୟ କରାଯାଇ ଥିବା — ୫. Borne; endured.
ସଂ. ବି. ପୁଂ —
ଶିବଙ୍କ ନାମ —A name of Ṡiba.