ଶବ୍ଦାର୍ଥ:

କ୍ଷରିତ
ଉଚ୍ଚାରଣ: Ksharita

ସଂ. ବିଣ (କ୍ଷର ଧାତୁ +କର୍ତ୍ତୃ. ଇତ) —

୧: ସ୍ରବିତ; ବୋହୁଥିବା —୧. Flowing.

୨: ତରଳି ଯାଇଥିବା — ୨. Molten; liquefied.

୩: ଟୋପା ଟୋପା ହୋଇ ପଡ଼ୁଥିବା; ଝରୁଥିବା — ୩. Oozing out; leaking; trickling; dropping.

୪: ନିଃସ୍ୟନ୍ଦିତ —୪. Distilled.