କ୍ଷରଣ
କ୍ଷରଣ —
ଉଚ୍ଚାରଣ: Ksharaṇa
ସଂ. ବି (କ୍ଷର ଧାତୁ=ସ୍ରବିବା+ଭାବ. ଅନ) —
୧: (ପାଣି) ବୋହିବା — ୧. Flowing (of water.)
୨: ସ୍ରବିବା; ଝରିବା —୨. Oozing; leaking.
୩: ନିଃସ୍ୟନ୍ଦନ; ଟୋପା ଟୋପା ହୋଇ ଜମିବା — ୩. Distillation.
୪: ଥପଥପ ହୋଇ ବୋହିବା — ୪. Leaking; flowing by drops; trickling.
୫: ଝାଳବୋହିବା; ଝାଳେଇବା — ୫. Perspirration.
୬: ତରଳିଯିବା — ୬. Melting; liquafaction.
୭: ଟୋପା ଟୋପା ହୋଇ ବିଞ୍ଚିହୋଇ ପଡ଼ିବା — ୭. Splashing; spattering (M.W.)