କ୍ଷୟୀ

(କ୍ଷଯୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ଷୟୀ
ଉଚ୍ଚାରଣ: Kshayī
(କ୍ଷୟିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ (କ୍ଷୟ+ଇନ୍; ୧: ମା. ୧: ବ) —

୧: କ୍ଷୟ ହେଉଥିବା —୧. Declining; perishing; waning.

୨: କ୍ଷୟଶୀଳ —୨. Fragile; perishable.

୩: କ୍ଷୟରୋଗୀ —୩. Consumptive.

ସଂ. ବି —

ଚନ୍ଦ୍ର —The moon.