ଶବ୍ଦାର୍ଥ:
କ୍ଷୟବାଯୁ — ଉଚ୍ଚାରଣ: Kshayabāyu
ସଂ. ବି. (ମଧ୍ୟପଦଲୋପୀ; କ୍ଷୟକାରୀ ବାଯୁ) —
ପ୍ରଳୟ କାଳରେ ବହିବା ସର୍ବନାଶୀ ପବନ —The destructive wind blowing during the Universal destruction.