କ୍ଷଯକାସ
କ୍ଷୟକାସ —
ଉଚ୍ଚାରଣ: Kshayakāsa
ସଂ. ବି. (ମ. ପ. ଲୋ; କ୍ଷୟଯୁକ୍ତ କାସ) —
ୟକ୍ଷ୍ମାରୋଗଜନିତ କାସ —Phthisical cough; consumption; tuberculosis; consumptive cough.
[ଦ୍ର—ଏହି ରୋଗରେ ଫୁସ୍ଫୁସ୍ ରୋଗଗ୍ରସ୍ତ ହୋଇ କାସ ହୁଏ ଏବଂ କାସିଲା ବେଳେ କଫ ସହିତ ରକ୍ତ ପଡ଼େ ଗୋରୁମାନଙ୍କର ଏହି ରୋଗକୁ ମଧ୍ୟ କ୍ଷୟକାସ କହନ୍ତି]