ଶବ୍ଦାର୍ଥ:

କ୍ଷୟକାସ
ଉଚ୍ଚାରଣ: Kshayakāsa

ସଂ. ବି. (ମ. ପ. ଲୋ; କ୍ଷୟଯୁକ୍ତ କାସ) —

ୟକ୍ଷ୍ମାରୋଗଜନିତ କାସ —Phthisical cough; consumption; tuberculosis; consumptive cough.

[ଦ୍ର—ଏହି ରୋଗରେ ଫୁସ୍ଫୁସ୍ ରୋଗଗ୍ରସ୍ତ ହୋଇ କାସ ହୁଏ ଏବଂ କାସିଲା ବେଳେ କଫ ସହିତ ରକ୍ତ ପଡ଼େ ଗୋରୁମାନଙ୍କର ଏହି ରୋଗକୁ ମଧ୍ୟ କ୍ଷୟକାସ କହନ୍ତି]