ଶବ୍ଦାର୍ଥ:
କ୍ଷୟଂକର — ଉଚ୍ଚାରଣ: Kshayaṁkara (କ୍ଷୟଂକରୀ—ସ୍ତ୍ରୀ)
ସଂ. ବିଣ (କ୍ଷୟଂ+କୃ ଧାତୁ+ କର୍ତ୍ତୃ. ଅ) —
୧: ୟାହା କ୍ଷୟ ଘଟାଏ —୧. Wasting; decreasing.
୨: ବିନାଶକ —୨. Destroying.