ଶବ୍ଦାର୍ଥ:
କ୍ଷମା—ମଣ୍ତଳ — ଉଚ୍ଚାରଣ: Kshamā-manḍaḻ
ସଂ. ବି(୬: ଷ୍ଠୀ ତତ୍; କ୍ଷମା+ମଳ) —
ପୃଥିବୀ; ଭୂମମଣ୍ତଳ — The earth.
କେବଳ ଖଳ ହଳ ଅନଲ, ସନ୍ତାପକୁ ଏ କ୍ଷମାମଣ୍ଡଳ ମଣ୍ଡନମାନଙ୍କରେ ଏ ଘେନି ନୁହନ୍ତି ହିତ ଯେ ଦୀନକୃଷ୍ଣ. ରସକଲ୍ଲୋଳ