ଶବ୍ଦାର୍ଥ:

କ୍ଷମାବାନ୍
ଉଚ୍ଚାରଣ: Kshamābān
(କ୍ଷମାବତୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଷମା+ବତ;୧: ମା.୧: ବ.) —

ଯେ ଅପରାଧୀଙ୍କୁ କ୍ଷମା କରନ୍ତି — One who grants pardon; forgiveing.