ଶବ୍ଦାର୍ଥ:

କ୍ଷମାପାରାବାର
ଉଚ୍ଚାରଣ: Kshamā;pārābāra

ସଂ. ବିଣ. (୬: ଷ୍ଠୀ ତତ୍; କ୍ଷମା+ପରାବାର; ଭଗବାନଙ୍କ ପ୍ରତି ସମ୍ବୋଧନ) —

ସମସ୍ତ ପାପ ମାର୍ଜନାକାରୀ — All-forgiving (God)