ଶବ୍ଦାର୍ଥ:

କ୍ଷମାନ୍ବିତ
ଉଚ୍ଚାରଣ: Kshamānwita
(କ୍ଷମାନ୍ବିତା—ସ୍ତ୍ରୀ)

ସଂ. ବିଣ. ପୁଂ. (୩: ୟା ତତ୍; କ୍ଷମା+ଅନ୍ବିତ) —

୧: ଯେ ଅପରାଧୀକୁ କ୍ଷମା କରନ୍ତି — ୧. One who grants pardon;forgiving.

୨: ଧୈର୍ୟ୍ୟଶୀଳ —୨. Patient.