ଶବ୍ଦାର୍ଥ:

କ୍ଷମତାହୀନ
ଉଚ୍ଚାରଣ: Kshamatāhīna

ସଂ. ବିଣ. (କ୍ଷମତା+ହୀନ) —

ଶକ୍ତିହୀନ; ଅକ୍ଷମ — Powerless.