ଶବ୍ଦାର୍ଥ:

କ୍ଷମତାପତ୍ର
ଉଚ୍ଚାରଣ: Kshamatāpatra
ক্ষমতাপত্র माखतारनामा

(କ୍ଷମତା+ପତ୍ର) —

ମାଲିକଙ୍କ ପ୍ରତିନିଧି ସ୍ବରୁପ କୌଣସି ବୌଷୟିକ କାର୍ୟ୍ୟରେ ଭାର ଅନ୍ୟ— ଉପରେ ନ୍ୟସ୍ତ କରିବାର ନିଦର୍ଶନପତ୍ର — Power of attorney or authority.