ଶବ୍ଦାର୍ଥ:
କ୍ଷମଣୀୟ — ଉଚ୍ଚାରଣ: Kshamaṇi̱ya
ସଂ. ବିଣ. (କ୍ଷମ ଧାତୁ+କର୍ମ ଅନୀୟ) —
୧: କ୍ଷମାର ଯୋଗ୍ୟ —୧. Pardonable.
୨: ସହିବାର ଯୋଗ୍ୟ — ୨. To be patiently borne; to be suffered.