କ୍ଷମଣୀୟ
(କ୍ଷମଣୀଯରୁ ଲେଉଟି ଆସିଛି)
କ୍ଷମଣୀୟ —
ଉଚ୍ଚାରଣ: Kshamaṇi̱ya
ସଂ. ବିଣ. (କ୍ଷମ ଧାତୁ+କର୍ମ ଅନୀୟ) —
୧: କ୍ଷମାର ଯୋଗ୍ୟ —୧. Pardonable.
୨: ସହିବାର ଯୋଗ୍ୟ — ୨. To be patiently borne; to be suffered.
କ୍ଷମଣୀୟ —
ଉଚ୍ଚାରଣ: Kshamaṇi̱ya
ସଂ. ବିଣ. (କ୍ଷମ ଧାତୁ+କର୍ମ ଅନୀୟ) —
୧: କ୍ଷମାର ଯୋଗ୍ୟ —୧. Pardonable.
୨: ସହିବାର ଯୋଗ୍ୟ — ୨. To be patiently borne; to be suffered.