ଶବ୍ଦାର୍ଥ:

କ୍ଷମ(ଧାତୁ) —
ଉଚ୍ଚାରଣ: Kshama (root)

ସଂ —

୧: କ୍ଷମା କରିବା; ଦୋଷ ମାର୍ଜନା କରିବା — ୧. To forgive; to pardon.

୨: ଦୋଷ ସହିବା — ୨. To be indulgent; to forbear.

୩: ସହ୍ୟକରିବା —୩. To suffer; to endure.

୪: ବାଧା ଦେବା — ୪. To oppose; to resist; to hinder.

୫: କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେବା — ୫. To be able to do anything.