ଶବ୍ଦାର୍ଥ:

କ୍ଷପିତ
ଉଚ୍ଚାରଣ: Kshapita

ସଂ. ବିଣ. (କ୍ଷପଧାତୁ+କର୍ମ. ତ) —

୧: ୟାପିତ;ଅତିବାହିତ — ୧. Past; passed; spent.

୨: ଦଗ୍ଧ —୨. Burnt.

୩: ବିନାଶିତ —୩. Destroyed;r uined.