ଶବ୍ଦାର୍ଥ:
କ୍ଷପିତ — ଉଚ୍ଚାରଣ: Kshapita
ସଂ. ବିଣ. (କ୍ଷପଧାତୁ+କର୍ମ. ତ) —
୧: ୟାପିତ;ଅତିବାହିତ — ୧. Past; passed; spent.
୨: ଦଗ୍ଧ —୨. Burnt.
୩: ବିନାଶିତ —୩. Destroyed;r uined.