ଶବ୍ଦାର୍ଥ:

କ୍ଷପାବୃତ୍ତି
ଉଚ୍ଚାରଣ: Kshapābṛutti

ସଂ. ବିଣ. (କ୍ଷପା+ବୃତ ଧାତୁ+ତ) —

ଯେ ରାତିରେ ଖାଦ୍ୟ ଖୋଜିବାକୁ ବାହାରେ — Going out for food in the night.