ଶବ୍ଦାର୍ଥ:

କ୍ଷପାଟ
ଉଚ୍ଚାରଣ: Kshapāta

ସଂ. ବି. (କ୍ଷପା+ଅଟ୍ ଧାତୁ+କର୍ତ୍ତୃ. ଅ) —

ନିଶାଚର; ରାକ୍ଷସ — Demon goblin.