ଶବ୍ଦାର୍ଥ:

କ୍ଷପାଘନ
ଉଚ୍ଚାରଣ: Kshapāghana

ସଂ. ବି. (ଉପମିତ; କ୍ଷପା ପରି ଘନ) —

୧: କଳାମେଘ — ୧. Dark cloud.

୨: ରାତିରେ ଉଠିବା ମେଘ —୨. Nocturnal clouds.