ଶବ୍ଦାର୍ଥ:

କ୍ଷନ୍ଦଣିବନ୍ଧଣି
ଉଚ୍ଚାରଣ: Kshandaṅibandhaṅi

ଗ୍ରା. (ପଦ୍ୟ) ବିଣ. —

(ସଂ. ଛନ୍ଦ ଓ ବନ୍ଧ) ଛନ୍ଦଣିମନ୍ଦଣି; ପରସ୍ପର ଛନ୍ଦାଛନ୍ଦି — Intertwined with one another.

କୋଇଲି ଲୋ ! କ୍ଷନ୍ଦଣିବନ୍ଧଣି ଭୂଜଦଣ୍ଡ, କ୍ଷମା କର ମୋର ଦୋଷ ବୋଲେ ମାରକଣ୍ଡା ଲୋ କୋଇଲି କୋଇଲି ଚଉତିଶା