କ୍ଷତ୍ରୀ
କ୍ଷତ୍ରୀ —
ଉଚ୍ଚାରଣ: Kshatrī
ସଂ. ବି. ସ୍ତ୍ରୀ. (କ୍ଷତ୍ର+ଈ) —
୧: କ୍ଷତ୍ରିୟ ସ୍ତ୍ରୀ —. ୧. A woman of Kshatriya-caste.
୨: ଜଳ —.୨. Water.
୩: ଦେହ —.୩. Body.
ସଂ. ବି. ପୁଂ. —. (କ୍ଷତ୍ର+ଇନ୍;୧: ମା.୧: ବ)
କ୍ଷତ୍ରିୟ —. A man of the military order.
ବ୍ରହ୍ମ କ୍ଷତ୍ରୀ ବେଶ୍ୟ ଶୂଦ୍ର ଗୋପାଳ ଯେ ପାଞ୍ଚ ପ୍ରାଚୀ . ଶ୍ରୀ ଗୁରୁଭକ୍ତି ଗୀତା