କ୍ଷତିପୂରଣ
କ୍ଷତିପୂରଣ —
ଉଚ୍ଚାରଣ: Kshatipūraṅa
ସଂ. ବି(୬: ଷ୍ଠୀ ତତ୍; କ୍ଷତି+ପୂରଣ) —
୧: କୌଣସି ବ୍ୟକ୍ତିଦ୍ବାରା ହୋଇଥିବା ଅନ୍ୟ ବ୍ୟକ୍ତିର କ୍ଷତିର ପରିକଳ୍ପିତ ମୂଲ୍ୟ ପ୍ରଥମ ବ୍ୟକ୍ତି ଦ୍ବାରା ପ୍ରଦାନ —୧. Payment of damages.
୨: ଲୋକ୍ସାନ୍ ଭରିଣା କରିବା — ୨. Restoration of the loss commited by another.