ଶବ୍ଦାର୍ଥ:
କ୍ଷତା — ଉଚ୍ଚାରଣ: Kshatā
ସଂ. ବି. ସ୍ତ୍ରୀ —
ବିବାହ ପୂର୍ବରୁ ପୁରୁଷ ସହବାସ କରିଥିବା କନ୍ୟା — A girl who has had sexual intercourse before marriage.