ଶବ୍ଦାର୍ଥ:

କ୍ଷତଯୋନି
ଉଚ୍ଚାରଣ: Kshatajoni

(ଅକ୍ଷତଯୋନି—ବିପରୀତ)

ସଂ. ବିଣ. ସ୍ତ୍ରୀ —

(ବହୁବ୍ରୀହ) ଯେଉଁ ସ୍ତ୍ରୀ ପୁରୁଷସହବାସ କରିଅଛି — (a woman) Who is no longer a virgin; (a woman) Who has had sexual intercourse.

୨: ବଳପୂର୍ବକ ସଙ୍ଗମ କରାଯାଇଥିବା (ସ୍ତ୍ରୀ) — ୨. Violated (woman); ravished (woman).