ଶବ୍ଦାର୍ଥ:
କ୍ଷତବ୍ରତ — ଉଚ୍ଚାରଣ: Kshatabrata (କ୍ଷତବ୍ରତା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହ; କ୍ଷତ ହୋଇଅଛି ବ୍ରତ ୟାହାର) —
ବ୍ରତ ଭଙ୍ଗ କରିଥିବା (ଛାତ୍ର ବା ବ୍ୟକ୍ତି) — (a student or person) who has violated his vows or religious engagements.