ଶବ୍ଦାର୍ଥ:
କ୍ଷଣରାମୀ — ଉଚ୍ଚାରଣ: Kshaṇarāmī
ସଂ. ବି (କ୍ଷଣ+ରମ ଧାତୁ+ଇନ୍୧: ମା.୧: ବ; ଏମାନଙ୍କର ରମଣ କ୍ଷଣସ୍ଥାୟୀ) —
ପାରାବତ — Pigeon.