ଶବ୍ଦାର୍ଥ:
କ୍ଷଣଦ — ଉଚ୍ଚାରଣ: Kshaṇada
ସଂ. ବି. ପୁଂ (କ୍ଷଣ+ଦା ଧାତୁ+କର୍ତ୍ତୃ. ଅ) —
୧: ଗଣକ — ୧. Astrologer.
୨: (ୟାହା ଆନନ୍ଦ ଦିଏ) ଜଳ — ୨. Water (which gives amusement).
୩: (କ୍ଷଣଦ+ଅ) ଆନ୍ଧାରକଣା ରୋଗ — ୩. Night-blindness.