ଶବ୍ଦାର୍ଥ:

କ୍ଷଣଦ
ଉଚ୍ଚାରଣ: Kshaṇada

ସଂ. ବି. ପୁଂ (କ୍ଷଣ+ଦା ଧାତୁ+କର୍ତ୍ତୃ. ଅ) —

୧: ଗଣକ — ୧. Astrologer.

୨: (ୟାହା ଆନନ୍ଦ ଦିଏ) ଜଳ — ୨. Water (which gives amusement).

୩: (କ୍ଷଣଦ+ଅ) ଆନ୍ଧାରକଣା ରୋଗ — ୩. Night-blindness.