ଶବ୍ଦାର୍ଥ:
କ୍ଷଣକେ — ଉଚ୍ଚାରଣ: Kshaṇake
ଦେ. କ୍ରି. ବିଣ —
୧: ଏକ ମୂହୂର୍ତ୍ତରେ; କ୍ଷଣକାଳ ମଧ୍ୟରେ; ଅତି ଅଳ୍ପକାଳ ମଧ୍ୟରେ — ୧. In a moment; in no time.
୨: ଏହିକ୍ଷଣି; ବର୍ତ୍ତମାନ — ୨. Immediately; just now.