ଶବ୍ଦାର୍ଥ:

କ୍ଷଣ (ଧାତୁ) —
ଉଚ୍ଚାରଣ: Kshaṇa (root)

ସଂ —

୧: ଆଘାତ କରିବା; ହିଂସା କରିବା — ୧. To hurt; to injure; to wound

୨: ଖଣ୍ଡ ଖଣ୍ଡ କରି ଭାଙ୍ଗିବା — ୨. To break into pieces.