ଶବ୍ଦାର୍ଥ:

କ୍ଷକ୍ଷନ୍ଦ
ଉଚ୍ଚାରଣ: Kshakshanda

ଦେ. ବି. (ସଂ. ଛନ୍ଦ) —

(ପୁରାତନ କବିମାନଙ୍କ ରଚିତ ଚଉତିଶା ମାନଙ୍କର ଶେଷ ପଦର ଆଦ୍ୟରେ 'କ୍ଷ' ଅକ୍ଷର ରଖିବା ନିମନ୍ତେ ଏ ଶବ୍ଦକୁ କବିମାନେ 'ଛାନ୍ଦ' ଶବ୍ଦ ଅର୍ଥରେ ବ୍ୟବହାର କରୁଥିଲେ)—ଛାନ୍ଦ — A poem meant for recitation.

କ୍ଷକ୍ଷନ୍ଦେ ଭଣିଲେ ଦାନଇ ଦାସ