କ୍ରୟଭୋଗ
କ୍ରୟଭୋଗ —
ଉଚ୍ଚାରଣ: Krayabhoga
ଦେ. ବି. (କଚିରିଆ ଭାଷା) —
ସମ୍ପତ୍ତି ଖରିଦ କରିଥିବା ହେତୁ ଭୋଗକରଣ — Enjoyment of property by virtue of having purchased it from the vender.
[ଦ୍ର—ଏ ଶବ୍ଦ କବାଲାରେ ବ୍ୟବହୃତ ହୁଏ. ଯଥା—ଏ ସମ୍ପତ୍ତିରେ ତୁମ୍ଭେ ମୁସ୍ତରୀ କ୍ରୟଭୋଗେ ଦଖଲକାର ହେବ]