ଶବ୍ଦାର୍ଥ:

କ୍ରୋଧ
ଉଚ୍ଚାରଣ: Krodha

ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ.ଅ) —

୧: ରୋଷ; କୋପ; ରାଗ — ୧. Anger; rage; wrath; evil temper.

ଗର୍ଭରୁ ଚ୍ଯୁତ ହେଲେ ଅତି କ୍ରୋଧ ବହି କୃଷ୍ନସିଂହ. ମହାଭାରତ. ଆଦି

୨: ଦ୍ବେଷ —୨. Malice; envy.

୩: ରାଗ ବା ଦୁଃଖ ହେତୁରୁ ମନରେ ଜାତ ହେବା ବିଶେଷ ଚାଞ୍ଚଲ୍ୟ — ୩. Passion; fit of rage or anger.

୪: (ଅଳଙ୍କାର) ରୌଦ୍ର ରସ ଉଦ୍ଦ୍ରେକକାରୀ ମନୋଭାବ — ୪. (rhetoric) The felling which gives rise to the R&aline;&uline;dra (or Fierce) seniment.

ଦେ. ବିଣ

୧: କ୍ରୁଦ୍ଧ —୧. Angry.

୨: ଶୋକାନ୍ବିତ —୨. Grieved.

ଦେ. ବି —

୧: କୋହ; ପ୍ରକାଶିତ ବିରକ୍ତି — ୧. Extreme grief which is given outward expression.

୨: ଶୋକର ଆବେଗ — ୨. Fit or paroxysm of grief.

କ୍ରୋଧ କରି ସତ୍ୟବତୀ କହନ୍ତି ବ୍ୟାସଙ୍କୁ ପୁଣି ବିଜେ କର ଅମ୍ବାଳିକା ଭବନକୁ ସାରଳା. ମହାଭାରତ. ବନ