ଶବ୍ଦାର୍ଥ:
କ୍ରମାନ୍ବୟରେ — ଉଚ୍ଚାରଣ: Kramānwayare
ଦେ. କ୍ରି. ବିଣ —
ନିୟମିତରୂପେ; ପର୍ୟ୍ୟାୟକ୍ରମେ; ଗୋଟିକ ପରେ ଗୋଟିଏ — In serial order.