ଶବ୍ଦାର୍ଥ:
କୌଡ଼ିଆବେଙ୍ଗ — ଉଚ୍ଚାରଣ: Kauṟḍ̠iābeṅga কোলাবেঙ্গ
ଦେ. ବି —
ଏକଜାତୀୟ ବଡ଼ ବେଙ୍ଗ (ଏମାନଙ୍କ ପିଠିୟାକ କଉଡ଼ି ଭଳି ଗେବମାନ ବାହାରିଥାଏ — A species of big frogs (having numerous protuberances on the back.