କୋହରା
କୋହରା —
ଉଚ୍ଚାରଣ: Koharā
ଗ୍ରା. ବିଣ. ପୁଂ. (ସଂ କ୍ରୋଧ; ତୁଳ; ହି. କୁହନ=ଈର୍ଷା— କଲାବାଲା) —
୧: କ୍ରୋଧନ୍ବଭାବ — ୧. Of an angry nature.
୨: ଅସନ୍ତୁଷ୍ଟ ପ୍ରକୃତିକ — ୨. Of a discontented nature.
୩: ସେ କୋହରେଇ ହୋଇ କାନ୍ଦେ —୩. Wailing.
ଗ୍ରା. ବି —
କେହରେଇହୋଇ କାନ୍ଦିବା; ବିଳାପ; କାନ୍ଦ— ବୋବାଳି —Bewailing; loud lamentation.