କୋଷ୍ଠି
କୋଷ୍ଠି —
ଉଚ୍ଚାରଣ: Koshṭhi
ଦେ .ବି. —
(ସଂ. କୁଷ୍ଠ)—୧: କୁଷ୍ଠରୋଗ — ୧. Leprosy.
ସାତାର ଶାଦରା ମୋ ବରଣେ ହୋଏ କୋଷ୍ଠ ମହାଦେବ. ମାର୍କଣ୍ଡେୟପୁରାଣ
ଗ୍ରା. ବି (ସଂ. କୋଷ୍ଠୀ) —
କୋଷ୍ଠା (ଦେଖ) Koshṭhā (See)
ଗ୍ରା. ବିଣ. (ସଂ. କୁଷ୍ଠୀ) —
କୋଢ଼ି; କୁଷ୍ଠରୋଗାକ୍ରାନ୍ତ (ବ୍ୟକ୍ତି) Leprous.