ଶବ୍ଦାର୍ଥ:
କୋଷ୍ଠଭେଦ — ଉଚ୍ଚାରଣ: Koshṭhabheda
ସଂ. ବି (୬: ଷ୍ଠୀ ତତ୍; କୋଷ୍ଠ+ଶୁଦ୍ଧି) —
କୋଷ୍ଠଶୁଦ୍ଧି (ଦେଖ) — Koshṭhaṡuddhi (See)
ସଂ. ବି —
ଝାଡା ବନ୍ଦ ହେବା; କୋଷ୍ଠକାଠିନ୍ୟ (ହି.ଶଦ୍ଦସାଗର) — Constipation; costiveness.