ଶବ୍ଦାର୍ଥ:

କୋଷ୍ଠଭେଦ
ଉଚ୍ଚାରଣ: Koshṭhabheda

ସଂ. ବି (୬: ଷ୍ଠୀ ତତ୍; କୋଷ୍ଠ+ଶୁଦ୍ଧି) —

କୋଷ୍ଠଶୁଦ୍ଧି (ଦେଖ) — Koshṭhaṡuddhi (See)

ସଂ. ବି —

ଝାଡା ବନ୍ଦ ହେବା; କୋଷ୍ଠକାଠିନ୍ୟ (ହି.ଶଦ୍ଦସାଗର) — Constipation; costiveness.