ଶବ୍ଦାର୍ଥ:

କୋରିବା
ଉଚ୍ଚାରଣ: Koribā
কোরা चाँचा कुरीदना; खरीचना करीदना

ଦେ. କ୍ରି (ସଂ. କୃତ୍ ଧାତୁ) —

୧: ନଡ଼ିଆ ପ୍ରକୃତିକୁ କୋରଣାରେ ରାମ୍ପିବା —୧. To grate; to scratch or scrape the soft kernels of cocoanut and other fruits.

୨: ଦୁଧ ହାଣ୍ଡିରେ ବସିଥିବା ଦୁଧର କୋରୁଅକୁ ରାମ୍ପିବା — ୨. To scrape off the layers from a pot in which milk has been boiled.

୩: କୌଣସି ପଦାର୍ଥର ଅନ୍ତର୍ଗତ ବସ୍ତୁକୁ ରାମ୍ପିବା — ୩. To scrape the inner part of a thing.

ଅଲିକ୍ଷିତେ କୋରିମୂଳ—ରାଧାନାଥ. ମହାୟାତ୍ରା

ପ୍ରାଦେ. —

୧: (ଗଡ଼ଜାତ) କ୍ରି—ଜୋରରେ ପିଟିବା — ୧. To beat with force; to hammer.

ପ୍ରାଦେ

୨: (ସମ୍ବଲପୁର) କ୍ରି—ମୁଣ୍ଡକୁ ପାନିଆଁ ଦ୍ବାରା କୁଣ୍ଡାଇବା — ୨. To comb the hair.

ଘରେ ନାହିଁ ଚେନ୍ଦ୍ରି, ମୁଣ୍ଡ କୋରୁଛେ ବେନ୍ଦ୍ରୀ— ଢଗ