ଶବ୍ଦାର୍ଥ:

କୋୟଞ୍ଚା
ଉଚ୍ଚାରଣ: Koyan̄chā

ପ୍ରାଦେ. (ବସ୍ତର) ବି —

ଲୁହାଖଡ଼ିକା; ପିଠାଖଡ଼ିକା — A flat iron ladle to turn cakes on the frying pan.