କୋଡ଼ାଇବା
କୋଡ଼ାଇବା —
ଉଚ୍ଚାରଣ: Koṟḍ̠āibā
কেদলান
कोड़ाना
ଦେ. କ୍ରି —
୧: କୋଡ଼ିବାର ଣିଜନ୍ତ ରୂପ — ୧. The causative from of Koṟḍ̠ibā.
୨: ଯୋଖିବା —୨. To join to.
ବ୍ୟାଜ ସିନ୍ଦୁର ଟୀକା ଯେ ସୁନ୍ଦର ଦିଶଇ ମଦନ ରାଜନ ହୋଇ ହୃଷ୍ଟମନ ମାଣିଜ୍ୟ ଖିଲ କି କୋଡ଼ଇ ଭଞ୍ଜ. ସୁଭଦ୍ରାପରିଣୟ
୩: ବିନ୍ୟାସ କରିବା —୩. To arrange; to set.
ପ୍ରାଦେ. (ସିଂହଭୂମ) କ୍ରି —
ଖୋଳାଇବା —To cause to be dug.