ଶବ୍ଦାର୍ଥ:
କୋଠରି — ଉଚ୍ଚାରଣ: Koṭhari কুঠরী; কোঠরি कमरा
ଦେ. ବି. (ସଂ. କୋଷ୍ଠ) —
୧: ପ୍ରକୋଷ୍ଠ; ଗୃହର ବିଭନ୍ନ ବିଭାଗ —୧. Room; compartment of a house; apartment.
୨: କ୍ଷୁଦ୍ର କ୍ଷୁଦ୍ର ଅଂଶ — ୨. Small compartments or cabins.
୩: କୋଠରି (ଦେଖ) ୩. Koṭhāri (See)