କୋଚଟ
କୋଚଟ —
ଉଚ୍ଚାରଣ: Kochaṭa
ଦେ. ବିଣ —
୧: କୃପଣ; କଞ୍ଜସ —୧. Miserly.
୨: ଚେମଡ଼ା —୨. Infrangible; tenacious.
୩: ଜିଗର୍ଦାର୍, ନାଛୋଡ଼ବନ୍ଦା — ୩. Tenacious; importunate; pertinacious.
ଲୁହା କୋଚଟ (୨: ୟ ଅର୍ଥ) କୁ କମାର କୋଚଟ (୩: ୟ ଅର୍ଥ)—ଢଗ
୪: (ସଂ. କଚ୍ଚର) ଅତି ମଳିନ ବା ମଇଳା — ୪. Very dirty.