ଶବ୍ଦାର୍ଥ:
କୋକନ୍ଦି — ଉଚ୍ଚାରଣ: Kokandi
ପ୍ରାଦେ. (ଗଞ୍ଜାମ) ବିଣ —
ଏଣେତେଣେ ହେଉଥିବା; କନ୍ଦି କନ୍ଦି ବୁଲୁଥିବା —Moving here and there; moving from one place to another.
(ଯଥା—ମୁଁ ତାକୁ ଖୋଜି ଖୋଜି କୋକନ୍ଦି ହେଉଛି)