ଶବ୍ଦାର୍ଥ:

କୋଉ
ଉଚ୍ଚାରଣ: Kou
কোন कन

ଗ୍ରା. ସର୍ବନାମ ଓ ବିଣ. (ସଂ. କିମ୍) —

କେଉଁ (ବ୍ୟକ୍ତି ବା ପ୍ରାଣୀ)? —Which ?

(ଯଥା—ମୋତେ କୋଉ ବସ୍ତୁ ବା କଥା ଅପୂର୍ବ ?)

ଅ —

(ପ୍ରଶ୍ନାର୍ଥକ ବ୍ୟବହାର) କି ! — (Interogative use) What !

(ଯଥା—ସାଆନ୍ତ ମତେ କୋଉ ଦେଇ ନ ଥିଲେ ଯେ ଆଜି ତାଙ୍କର ଧନ ସରିଗଲା ବୋଲି ସେ ମୋତେ କିଛି ନ ଦେଉଛନ୍ତି ବୋଲି ମୁଁ ତାଙ୍କୁ ନିନ୍ଦିବି !)

[ ଦ୍ର—ନଞାର୍ଥକ କ୍ରିୟା ପୂର୍ବରେ ଲାଗିଲେ ଏହା ଉକ୍ତ କ୍ରିୟାର ଆଧିକ୍ୟ ବୁଝାଏ; ଯଥା—ସେ ଝିଅ ସାଙ୍ଗେ ଭାରବେଭାର କୋଉ ଦେଇ ନାହିଁ କି ? ଅର୍ଥାତ୍ ଖୁବ୍ ଦେଇଛି ମୁଁ କୋଉ ସୁଖ କରି ନ ଥିଲି ଯେ, ଅର୍ଥାତ୍ ଖୂବ୍ ସୁଖ କରିଥିଲି ]