ଶବ୍ଦାର୍ଥ:
କେଶରପାଣ୍ଡିଆ — ଉଚ୍ଚାରଣ: Keṡarapāṇḍiā
ପ୍ରାଦେ. (ଆଳି) ବି —
ବାଟଛାପୁଲି (ଦେଖ) Bātachhāpuli (See)
ପ୍ରାଦେ. (ପୁରୀ) ବି —
ଚକ୍ରବାଳ ପକ୍ଷୀ — The Ruddy Goose.